କୃଷି
ଉଦ୍ଦେଶ୍ୟ:
ବାଲେଶ୍ଵର ଜିଲ୍ଲାର କୃଷି ବିଭାଗ କିଛି ବର୍ଷ ରେ ବହୁତ ସୁନ୍ଦର ପ୍ରଗତି କରିଛି ଏବଂ ଉତ୍ପାଦନ ଏବଂ ଉତ୍ପାଦନ ଶକ୍ତି ରେ ବି ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଏହାର ମୂଳ ଲକ୍ଷ୍ୟ । ଯାହା ଧାନ ,ଆଖୁ ,ବାଦାମ ଏବଂ ସବୁଜ ପନିପରିବା ରେ ସୀମିତ ଅଛି .ବର୍ତମାନ ଅଭିମୁଖୀ ପ୍ରସାରଣ କୁ ବଜାରରେ କମ ମୂଲ୍ୟରେ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ କରା ଯାଉଛି . ଡାଲି , ତେଲ ର ମଞ୍ଜି , ବାଦାମ ଏହି ଫସଲ ବୃଦ୍ଧି ଉପରେ ବେଶି ଧ୍ୟାନ।
କୃଷି ପ୍ରତିନିଧି ନିର୍ଦ୍ଧେଶକ କୃଷି ବିଭାଗର ମୁଖ୍ୟ ଅଟନ୍ତି । ତାଙ୍କରୀ ତଦବଧାନରେ ୫ଜଣ ଜିଲ୍ଲା କୃଷି ପଦ।ଧିକାରୀଙ୍କୁ ନେଇ ଜିଲ୍ଲା କୃଷିକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜିଲ୍ଲା କୃଷି ପଦଧିକାରୀ ନିମନ୍ଣ ମତେ ୧୨ଟି ମଣ୍ଡଲକୁ ଆବଣ୍ଟନ କରିଛନ୍ତି ।
କ୍ରମିକ ସଂଖ୍ଯା | ଜିଲା କୃଷି ପଦାଧିକାରାଙ୍କ ନାମ | ମଣ୍ଡଳର ନାମ |
---|---|---|
୧ | ବାଲେଶ୍ବର | ବାଲେଶ୍ବର ସଦର,ରେମୁଣା,ବସ୍ତା |
୨ | ଜଲେଶ୍ବର | ଜଲେଶ୍ବର,ଭଗରାଈ,ବାଲିଆପାଳ |
୩ | ସୋର | ସୋର,ବାହାନଗା |
୪ | ଶିମୁଳିଆ | ଶିମୁଳିଆ,ଖଇରା |
୫ | ନୀଳଗିରି | ନୀଳଗୀରୀ,ଔପଦା |
ବାଲେଶ୍ବର ଜାଲ୍ଲାରେ କୃଷିର ସ୍ଥିତି:
- ଭୋଗଳିକ କ୍ଷେତ୍ର–୩,୭୭,୪୪୩
- ଜଙ୍ଗଲ କ୍ଷେତ୍ର–୨୬,288
- ବିଭିନ୍ନ ବୃକ୍ଷ ଚାଷ–୨୫,୩୦୫
- ଗଚର ଜମି–୧୬,୪୮୩
- କୃଷି ଉପଜଗୀ କ୍ଷେତ୍ର–୯,୫୭୬
- କୃଷି ବିହୀନ କ୍ଷେତ୍ର –୩୮,୮୬୫
- ବଞ୍ଜର କ୍ଷେତ୍ର–୧୦,୦୦୮
- ଅନ୍ୟାନ୍ନ କ୍ଷେତ୍ର–୬୯୦୮
- ଚାଷ ଜମି କ୍ଷେତ୍ର–୨,୫୦,୫୫୦ : (କ)ଉଛ ଭୂମି– ୩୯.୦୬୯(ଖ) ମଧ୍ୟମ ଭୂମି –୧,୦୪,୪୨୫ (c) ନିଚା ଭୂମି-୧,୦୭,୦୫୬
- ଧାନ ଚାଷ – ୨,୨୦,୮୩୦: (a)ଉଛ ଭୂମି– ୩୪୯ (b) ମଧ୍ୟମ ଭୂମି –୧,୦୪,୪୨୫ (c)ନିଚା ଭୂମି-୧,୦୭,୦୫୬
କର୍ଜ୍ୟାଳୟ ଠିକଣ।:
କୃଷି ପ୍ରତିନିଧି ନିର୍ଦ୍ଧେଶକ,ବାଲେଶ୍ଵର
ଦୁରଭ।ଶ ନମ୍ବର:୦୬୭୮୨-୨୬୨୧୨୭
ଫ୍ୟାକ୍ସ ନମ୍ବର : ୦୬୭୮୨-୨୬୭୮୧୪
eMail id: ddabls[dot]dag[at]nic[dot]in