ବନ୍ଦ କରନ୍ତୁ

ପୋଲିସ୍

ବାଲେଶ୍ଵର ଜିଲ୍ଲାର ଆରକ୍ଷୀ ବ୍ୟବସ୍ଥା ଆରକ୍ଷୀ ମହାନିର୍ଦ୍ଦେଶକ, ପୂର୍ବାଞ୍ଚଳ, ବାଲେଶ୍ୱରଙ୍କ ଅଧିନରେ କାର୍ଯ୍ୟ କରିଥାଏ, ଏହି ଜିଲ୍ଲାରେ ସମୁଦାୟ 23 ଟି ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) କାର୍ଯ୍ୟକରୁଅଛୁ । ଯାହାର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା

ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା)

ବାଲେଶ୍ଵର ଜିଲ୍ଲାର ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ସମୂହ
କ୍ରମିକ ସଂଖ୍ୟା ନାମ
ବାଲେଶ୍ଵର ସାଦର
ବାଲେଶ୍ଵର ଟାଉନ
ବାଲିଆପାଳ
ବସ୍ତା
ଭଗରାଇ
ବ୍ରମହପୁର
ଚାନ୍ଦିପୁର
ଏନାର୍ଜି
ଶିଳ୍ପାଞ୍ଚଳ ଥାନା
୧୦ ଜଳେଶ୍ଵର
୧୧ କମର୍ଦା
୧୨ ଖଇରା
୧୩ ଖାନତାପଡା
୧୪ ମେରାଇନ ବଳରାମଗୋଡି
୧୫ ନିଳଗିରି
୧୬ ଔପଦା
୧୭ ରାଇବଣିଆ
୧୮ ରେମୁଣା
୧୯ ରୂପଶା
୨୦ ସହଦେବଖୁଣ୍ଟା
୨୧ ସିମୁଳିଆ
୨୨ ଶିଙ୍ଗଳା
୨୩ ସୋର