ମୃତ୍ତିକା ସଂରକ୍ଷଣ ଉପନିର୍ଦେଶକ ତଥା ପ୍ରକଳ୍ପ ନିର୍ଦେଶକ,ଜଳବିଭାଜିକା

କାର୍ଯ୍ୟ।ଳୟର ନାମ:

ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ,ବାଲେଶ୍ୱର (ଆରଂମ୍ଭରୁ ତା:18.04.2012 ପର୍ଯ୍ୟନ୍ତ) ଓ ତତ୍ପରେ ମୃତ୍ତିକା ସଂରକ୍ଷଣ ଉପନିର୍ଦେଶକ ତଥା ପ୍ରକଳ୍ପ ନିର୍ଦେଶକ,ଜଳବିଭାଜିକା ବାଲେଶ୍ୱର

Date of inception at Balasore:

ତା.23.04.19964 ରିଖରେ,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ,ବାଲେଶ୍ୱରରେ କାର୍ଯ୍ୟାଳୟ ଓ ତାହା ବିଭାଗୀୟ ପୁନଃ ସଂଗଠନ ଦ୍ୱାରା ତା.19.04.2012 ରିଖରୁ ମୃତ୍ତିକା ସଂରକ୍ଷଣ ଉପନିର୍ଦେଶକ ତଥା ପ୍ରକଳ୍ପ ନିର୍ଦେଶକ,ବାଲେଶ୍ୱରଙ୍କ କାର୍ଯ୍ୟାଳୟ ଭାବେ ସ୍ଥାପିତ ହୋଇଛି

କାର୍ଯ୍ୟକଳାପ ଓ ଦାୟିତ୍ୱ:

ପ୍ରକଳ୍ପ ନିର୍ଦେଶକ,ଜଳବିଭାଜିକା,ବାଲେଶ୍ୱର , ଜିଲ୍ଲା ଅଧିକାରୀ ଓ କାର୍ଯ୍ୟାଳୟର ମୁଖ୍ୟ ହିସାବରେ ଜିଲ୍ଲାର ସମସ୍ତ କାର୍ଯ୍ୟକାରୀ ଯୋଜନାର ତଦାରଖ କରିଥାନ୍ତି | ତାଙ୍କର ବିବିଧ କାର୍ଯ୍ୟକଳାପ ଗୁଡିକ ମଧ୍ୟରେ,ନିୟମାବଳୀ ଅନୁଯାୟୀ ଯୋଜନା ଗୁଡିକର କାର୍ଯ୍ୟକାରିଣୀ,ସମୟ ସୀମା ମଧ୍ୟରେ ଲକ୍ଷ ହାସଲ,ବିନିଯୋଗ ପ୍ରମାଣ ପତ୍ର ଦାଖଲ,ନିର୍ଦେଶାଳୟ ଓ ସରକାରଙ୍କ ସ୍ତରରୁ ଆସୁଥିବା ବିଭିନ୍ନ ତଥ୍ୟ ସମ୍ବନ୍ଧୀୟ ପ୍ରଶ୍ନ ର ଉତ୍ତର ପ୍ରଦାନ,ବାର୍ଷିକ କାର୍ଯ୍ୟ ଖସଡ଼ା ତଥା ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ନୂତନ କାର୍ଯ୍ୟ ପ୍ରସ୍ତାବ ଦାଖଲ ଇତ୍ୟାଦି ଅନ୍ୟତମ ଅଟେ |

Staff Position as per Hierarchy
କ୍ର॰ସ ପଦ ର ନାମ ଆବଣ୍ଟିତ ପଦ ସଂଖ୍ୟା ପୁରଣ ହୋଇଥିବା ପୋଡ଼ ସଂଖ୍ୟା
୦୧ ମୃତ୍ତିକା ସଂରକ୍ଷଣ ଉପନିର୍ଦେଶକ ୦୧ ୦୧
୦୨ ମୃତ୍ତିକା ସଂରକ୍ଷଣ ସହକାରୀ ଉପନିର୍ଦେଶକ ୦୨ ୦୧
୦୩ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ୦୬ ୦୩
୦୪ ସହକାରୀ ଯନ୍ତ୍ରୀ ୦୧ ୦୧
୦୫ ମୃତିକା ସଂରଣକ୍ଷ ଅଧିଦର୍ଶକ ୦୮ ୦୪
୦୬ ବିଭାଗ ଅଧିକାରୀ ୦୧ ୦୦
୦୭ ବରିଷ୍ଠ ସହାୟକ ୦୪ ୦୩
୦୮ କନିଷ୍ଠ ସହାୟକ ୦୩ ୦୨
୦୯ ଅନୁରେଖକ ୦୧ ୦୧
୧୦ ମୃତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ୨୩ ୦୬
୧୧ ଗାଡି ଚାଳକ ୦୨ ୦୦
୧୨ ଅମିନ ୦୧
୧୩ ମୃତିକା ସଂରକ୍ଷଣ ପ୍ରଦର୍ଶକ ୦୪ ୦୦
୧୪ ଚପରାଶି ୦୨ ୦୦
୧୫ ମୃତିକା ସଂରକ୍ଷଣ ପରିଚାରକ ୦୩ ୦୩
୧୬ ଚେନ ମେନ ୦୨ ୦୦
୧୭ ଚୌକିଦାର ୦୧ ୦୦
୧୮ ଝାଡୁଦାର ୦୧ ୦୦

ରୂପାୟନ ହେଉଥିବା ସରକାରୀ ଯୋଜନାର ନାମ:

  1. ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ଅନ୍ୟାନ୍ୟ ମଧ୍ୟକ୍ଷେପ (ପି.ଏମ.କେ.ଏସ.ୱାଇ-ଓ.ଆଇ)
  2. ବୃଷ୍ଟିପୃଷ୍ଠ ଅଞ୍ଚଳ ଉନ୍ନୟନ(ଆର.ଏ.ଡି.)
  3. ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଅଧିନିୟମ(ଏମ.ଜି.ଏନ.ଆର.ଇ.ଜି.ଏ.)
  4. ଏକକ ଅନ୍ୟାନ୍ୟ ଅଧିକାର,ଗୋଚରଣ ଉନ୍ନୟନ କେନ୍ଦ୍ର,ପଣପଣା

ଲୋକସୂଚନା ଅଧିକାରୀଙ୍କ ନାମ:

ଶ୍ରୀ ରଶ୍ମି ରଞ୍ଜନ ପାତ୍ର,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ,ମୁଖ୍ୟାଳୟ

ଉପରୋକ୍ତ ବିବରଣୀ ବ୍ୟତୀତ ଅନ୍ୟ କିଛି ସ୍ୱତନ୍ତ୍ର ତଥ୍ୟ:

ମୃତିକା ସଂରକ୍ଷଣ ନିର୍ଦେଶାଳୟ ୧୯୭୮ ମସିହାରେ ସ୍ଥାପିତ ହୋଇଥିଲା । ସେହିଦିନଠାରୁ ଉକ୍ତ ନିର୍ଦେଶାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉତ୍ସର୍ଗୀକୃତ ଭାବରେ ବିଭିନ୍ନ ଦୁର୍ଗମ ଅଞ୍ଚଳ ସମେତ ସାରା ରାଜ୍ୟରେ, ମୃତିକା କ୍ଷୟ ରୋକିବା,ଟାଙ୍ଗର ଓ ପତିତ ଜମିରେ ତଥା ନଦୀ ଅବବାହିକାରେ ବନୀକରଣ, ଜଳ ଅମଳ ପ୍ରକଳ୍ପ ସୃଷ୍ଟି ଦ୍ୱାରା ଭୂତଳ ଜଳର ଅଭିବୃଦ୍ଧି,ଅଡ଼ିବନ୍ଧ ନିର୍ମାଣ,ଢିଲା ପଥର ବନ୍ଧ ନିର୍ମାଣ ଇତ୍ୟାଦି କାର୍ଯ୍ୟକରିବା ଦ୍ୱାରା ମୃତିକା ଓ ଜଳ ସଂରକ୍ଷଣ ଦିଗରେ ରାଜ୍ୟରେ ଏକ ଦୃଷ୍ଟନ୍ତକାରୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିଛି ।