ସଂସ୍କୃତି ଏବଂ ଐତିହ୍ୟ

ଭଗବାନ ପଞ୍ଚାଳିଙ୍ଗେଶ୍ଵରଙ୍କ ସ୍ଥାନ ବାଲେଶ୍ଵର

ବାଲେଶ୍ଵର ଜିଲ୍ଲା ଏହାର କଳା,ସଙ୍କୃତି ଓ ପରମ୍ପରା ପାଇଁ ପ୍ରଶିଦ୍ଦ ଅଟେ,ଏଠାରେ ବହୁତ ସସୁନ୍ଦର ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳ ଦେଖିବାକୁ ମିଳେ ।ବିଭିନ୍ନ ଧର୍ମର ଲୋକମାନେ ଏଠାରେ ବସ କରନ୍ତି ଏବଂ ଏହାର ସଂସ୍କୃତି ବଜାଇ ରଖନ୍ତି ।ବିଭିନ୍ନ ସ୍ଥାନରୁ ଯଥା ଭୋଗରାଇ,ଅଭଣା, କୁପରି ଓ ବସ୍ତା ରୁ ମିଳିଥିବା ତମ୍ବା ମୁଦ୍ରା ଜଣା ପଡେ ଭଗବାନ ବୁଦ୍ଧ ଅବସ୍ଥାନ କରିଥିଲେ ।ଭଗବାନ ବୁଦ୍ଧଙ୍କ ପରି ଭଗବାନ ଜୈନଙ୍କ ସ୍ଥିତ ମଧ୍ୟ ଜଳେଶ୍ଵର,ବାଲେଶ୍ଵର ଓ ଅଭଣା ରୁ ଅନୁମକରିହୁଏ ଯାହାକି ଦଶକ ଓ ଦ୍ଵାଦଶ ଶତାବଧିର ଅଂଶବିଶେଷ ଅଟେ ।

ସାଇବାପୀଠ ପାଇଁ ମଧ୍ୟ ବାଲେଶ୍ଵର ଜିଲ୍ଲାର ପ୍ରଶିଦ୍ଧତା ଅଛି କାରଣ ଏହି ଜିଲ୍ଲା ରେ ଚାରିପାଖରେ ବହୁତ ଶିବା ମନ୍ଦିର ଅଛି ।ବିଭିନ୍ନ ସ୍ଥାନ ଦେଖା ଯାଉଥିବା ଶିବା ମନ୍ଦିର ଗୁଡିକ ହେଲା ଚନ୍ଦନେଶ୍ବର, ବନେଶ୍ବର,ଝଡେଶ୍ଵର ପଞ୍ଚଲିଙ୍ଗେଶ୍ଵର, ଭୁସେଣ୍ଡେଶ୍ଵର ଓ ମଣିନାଗେଶ୍ଵର ଆଦି ଅନ୍ୟତମ ଅଟେ ।

ରେମୁଣା କ୍ଷୀରଚୋର ମନ୍ଦିର ବାଲେଶ୍ଵର

ଶକ୍ତିପୀଠ “ବୁଦ୍ଧର ଚଣ୍ଡୀ” ପାଇଁ ସେରଗଡ ,ଖନ୍ତାପଡାରେ “ଦ।ଣ୍ଡ କଲି” ଏବଂ ଖର୍ଜୂରେଶ୍ଵର ଠାରେ “ଚଣ୍ଡୀ ମନ୍ଦିର” ପାଇଁ ମଧ୍ୟ ବାଲେଶ୍ଵର ଜିଲ୍ଲା ପ୍ରଶିଦ୍ଧ ଅଟେ ।ଆଯୋଧ୍ୟା,ସେରଗଡ, ନିଳଗିରି ଏବଂ ବରଧାନପୁର ଠାରେ ସୂର୍ଯ୍ୟ ମନ୍ଦିରର ଭାଗମଶେଷମନ ଦେଖିବାକୁ ମିଳେ ସୂର୍ଯ୍ୟ ଦେବ ଭକ୍ତମାନଙ୍କ ସମନ୍ଧରେ ।ବୋଇଷ୍ଣବ ଧର୍ମ ମଧ୍ୟ ପ୍ରଶିଧ୍ୟ ଲାଭ କରିଥିଲା ଗୁପ୍ତା ବଂଶ ରାଜୁତି ସମୟରେ ।ଜିଲ୍ଲାର ବିଭିନ ସ୍ଥାନରେ ବିଷ୍ଣୁ ମନ୍ଦିର ମଧ୍ୟ ଦେଖିବାକୁ ମିଳେ,ଖିରୋଚର। ମନ୍ଦିର ନିର୍ମାଣ ମଧ୍ୟ(ଦ୍ଦିତୀୟ ନରାଶିହ୍ନ ଦେବ) ସମୟରେ ଏହି ସବୁରୁ ଜଣା ପଡେ ବାଲେଶ୍ଵର ଜିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ।

କଳା ଏବଂ ସଂସ୍କୃତି ବାଲେଶ୍ଵର

ବାଲେଶ୍ଵର ଜିଲ୍ଲାର ମୁକ୍ଷସ୍ଥଳରେ ଦୁଇଟି ଜଗନ୍ନାଥ ମନ୍ଦିର ଅବସ୍ଥିତ ଏବଂ ଅନ୍ୟ ଜଗନ୍ନାଥ ମନ୍ଦିରମାନ ନିଳଗିରି ,ମଙ୍ଗଳପୁର, ଗୁଦ, ଜଳେଶ୍ଵର, କମରଦା,ଦେଉଳିଗାଁ ଏବଂ ବାଲିଆପାଳ ରୁ ଜଣା ପଡେ ଏହି ଅଞ୍ଚଳର ସଂସ୍କୃତି ।ବହୁତ ଗୁଡିଏ ମସ୍ଜିଦ ,ଚର୍ଚ, ଗୁରୁଦ୍ୱାରା (ରେମୁଣାରେ) ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ଜଣ ପଡେ ବିଭିନ୍ନ ଧର୍ମ ଲୋକମାନେ ଏହି ଜିଲ୍ଲା ବାସ କରନ୍ତି ।

ବହୁ ପ୍ରଶିଧ୍ୟ ଯାନୀ ଯାତ୍ରା ପାଳନ କରାଯାଏ ଯଥା ମକର ସଂକ୍ରାନ୍ତି ,ରାଜ ସଂକ୍ରାନ୍ତି,ଗଙ୍ଗା ମେଳା, ଦୂର୍ଗା ପୂଜା ,କାଳି ପୂଜା ,ଗଣେଶ ଚତୁର୍ଥୀ ,ସରସ୍ଵତୀ ପୂଜା, ଲକ୍ଷ୍ମୀ ପୂଜା, ବିଶ୍ଵକର୍ମା ପୂଜା,ଚନ୍ଦନ ଯାତ୍ରା, ମହଶିବ ରାତ୍ରି, ଡୋଲ ପୁର୍ଣିମା,ଈଦ ମୋହରମ,କ୍ରିସ୍ଟମାସ ଏବଂ ଏତ୍ୟାଦି ଆଦି ଜାକଜମକ ଭାବରେ ପାଳିତ ହାଇଥାଏ । ବାଲେଶ୍ଵରରେ ଦୁର୍ଗ। ପୂଜାରେ ହିନ୍ଦୁମାନଙ୍କ ଦ୍ଵାରା ଏବଂ ମୋହରମ ରେ ମୁସଲମାନ ମାନଙ୍କ ଦ୍ଵାରା ଅଖ୍ଡ଼। ଖେଳ ବହୁତ ଆକ୍ରୁଷ୍ଟ ଏବଂ ଆନନ୍ଦଦ।ୟକ ହାଇଥାଏ ।ଭାଷା ଆନ୍ଦଲନରେ ମଧ୍ୟ ଏହି ଜିଲ୍ଲାର ଲୋକମାନଙ୍କର ଭୂମିକା ଉଲେଖନୀୟ ଅବଦାନ ରହିଛି ଅଲଗା ଓଡିଶା ରାଜ୍ୟ ଗଠନ ସମୟରେ । ମୁଖ୍ୟ ଖବର କାଗଜ “ବୋଧଦାୟୀନୀ” ଏବଂ “ବାଲେଶ୍ଵର ସମ୍ବାଦ ବାହୀକ” ଫକିର ମୋହନ ସେନାପତି ଦ୍ଵାରା ପ୍ରକାଶିତ ଓଡିଆ ଭାଷା ଅଦଳନ ଏବଂ ଉନତିରେ ଏକ ଯୁଗାନ୍ତକାରି ଦିଗଦର୍ଶନ ଅଟେ ।