ବନ୍ଦ କରନ୍ତୁ

ଉପଖଣ୍ଡ ଏବଂ ମଣ୍ଡଳ

ବାଲେଶ୍ୱର ଓଡିଶାର ଏକ ଉପକୂଳବର୍ତ୍ତୀ ଜିଲ୍ଲା । ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ । ଜିଲ୍ଲାର ମୁଖ୍ୟତଃ ଦୁଇଟି ଉପଖଣ୍ଡରେ ବିଭକ୍ତ । ଗୋଟିଏ ହେଲା ବାଲେଶ୍ୱର ଏବଂ ଅନ୍ୟଟି ନୀଳଗିରି । ଏଥିରେ ୧୨ ଟି ବ୍ଲକ ରହିଛି ଯାହା ନ୍ନିମନ ତାଲିକାରେ ଦିଆଯାଇଛି ।

ଉପଖଣ୍ଡ

ବାଲେଶ୍ୱର ଜିଲାର ଉପଖଣ୍ ତାଲିକା
କ୍ରମିକ ସଂ. ନାମ
ବାଲେଶ୍ୱର
ନୀଳଗିରି

ମଣ୍ଡଳ

ବାଲେଶ୍ୱର ଜିଲାର ମଣ୍ଡଳ ତାଲିକା
କ୍ରମିକ ସଂ. ନାମ
ବାହାନଗା
ବାଲେଶ୍ୱର
ବାଲିଆପାଳ
ବସ୍ତା
ଭଗରାଇ
ଜଲେଶ୍ୱର
ଖଈରା
ନିଳଗିରି
ଔପଦା
୧୦ ରେମୁଣା
୧୧ ସିମୁଳିଆ
୧୨ ସୋର