ବନ୍ଦ କରନ୍ତୁ

ନିର୍ବାଚନ କ୍ଷେତ୍ର

ବାଲେଶ୍ଵର ଜିଲ୍ଲାଟି ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ . ୦୬-ବାଲେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀ ଏହା ବାଲେଶ୍ଵର ଜିଲ୍ଲାର ୦୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ପଡୋଶୀ ଭଦ୍ରକ ଜିଲ୍ଲାର ୦୭-ଭଦ୍ରକ(ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତି) ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସୋର ଏବଂ ସିମୁଳିଆ ୦୨ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ।

ଲୋକସଭା ନିର୍ବାଚନ ମଣ୍ଡଳୀର

ବାଲେଶ୍ଵର ଜିଲ୍ଲାଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାଲିକା
କ୍ରମିକ ସଂଖ୍ୟା. ନାମ
୦୬-ବାଲେଶ୍ଵର
୦୭-ଭଦ୍ରକ(ଅନୁସୂଚିତ)

ବିଧାନସଭା ନିର୍ବାଚନ ମଣ୍ଡଳୀ

ବାଲେଶ୍ଵର ଜିଲ୍ଲାଟି ବିଧାନସଭା ନିର୍ବାଚନ ମଣ୍ଡଳୀର ତାଲିକା
କ୍ରମିକ ସଂଖ୍ୟା ନାମ
୦୩୫-ଜଳେଶ୍ଵର
୦୩୬-ଭାଗରାଇ
୦୩୭-ବସ୍ତା
୦୩୮-ବାଲେଶ୍ଵର
୦୩୯-ରେମୁଣା (ଅନୁସୂଚିତ)
୦୪୦-ନିଳଗିରି
୦୪୧-ସୋର (ଅନୁସୂଚିତ)
୦୪୨-ସିମୁଳିଆ