ସ୍ୱଚ୍ଛ ସାଥି ଓ ସୁପର ଭାଇଜର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

ସ୍ୱଚ୍ଛ ସାଥି ଓ ସୁପର ଭାଇଜର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ସ୍ୱଚ୍ଛ ସାଥି ଓ ସୁପର ଭାଇଜର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନାରେ ସହାୟତା କରିବା ପାଇଁ ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ଇଲାକାରେ କାର୍ଯ୍ୟ କରୁଥିବା ଇଚ୍ଛୁକ ମହିଳା ସାୟଂ ସହାୟକ ଗୋଷ୍ଠୀ ବା ଏ.ଏଲ.ଏଫ.ଙ୍କ ଠାରୁ ସ୍ୱଚ୍ଛ ସାଥି ଓ ସୁପର ଭାଇଜର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

21/08/2019 30/08/2019 ଦେଖନ୍ତୁ (661 KB)