ନିଯୁକ୍ତି

ନିଯୁକ୍ତି
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ସ୍ୱଚ୍ଛ ସାଥି ଓ ସୁପର ଭାଇଜର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନାରେ ସହାୟତା କରିବା ପାଇଁ ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ଇଲାକାରେ କାର୍ଯ୍ୟ କରୁଥିବା ଇଚ୍ଛୁକ ମହିଳା ସାୟଂ ସହାୟକ ଗୋଷ୍ଠୀ ବା ଏ.ଏଲ.ଏଫ.ଙ୍କ ଠାରୁ ସ୍ୱଚ୍ଛ ସାଥି ଓ ସୁପର ଭାଇଜର ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

21/08/2019 30/08/2019 ଦେଖନ୍ତୁ (661 KB)
ଜିଲ୍ଲା ଆଇନସେବା ପ୍ରାଧିକରଣ ବାଲେଶ୍ୱର ର ମୁଖ୍ୟ କିରାଣୀ ଏବଂ ଷ୍ଟେନୋଗ୍ରାଫର ପଦବୀ ର ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶନ

29/07/2019 10/08/2019 ଦେଖନ୍ତୁ (180 KB)
ଆଦର୍ଶ ବିଦ୍ୟାଳୟ ବାଲେଶ୍ୱର ରେ ଚୁକ୍ତି ଭିତିକ କନିଷ୍ଠ କିରାଣୀ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

26/07/2019 07/08/2019 ଦେଖନ୍ତୁ (674 KB)
ବାଲେଶ୍ୱର ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟ।ଳୟରେ ମୁଖ୍ୟ କିରାଣୀ ଏବଂ ଷ୍ଟେନୋଗ୍ରାଫାର ପଦବୀ ପାଇଁ ଚୟନ ପ୍ରକ୍ରିୟା।

06/07/2019 28/07/2019 ଦେଖନ୍ତୁ (901 KB)
ବାଲେଶ୍ୱର ଜିଲ୍ଲା ନ୍ୟାୟଧିକାରୀ କାର୍ଯ୍ୟ।ଳୟରେ କନିଷ୍ଟ କିରାଣୀ , କନିଷ୍ଟ ଷ୍ଟେନୋଗ୍ରାଫାର ଏବଂ କନିଷ୍ଟ ଟାଈପିଷ୍ଟ ମାନଙ୍କର ମୌଖିକ ପରୀକ୍ଷା । ।

ବାଲେଶ୍ୱର ଜିଲ୍ଲା ନ୍ୟାୟଧିକାରୀଙ୍କ  କାର୍ଯ୍ୟ।ଳୟରେ   କନିଷ୍ଟ କିରାଣୀ , କନିଷ୍ଟ ଷ୍ଟେନୋଗ୍ରାଫାର ଏବଂ କନିଷ୍ଟ ଟାଈପିଷ୍ଟ ମାନଙ୍କର ମୌଖିକ ପରୀକ୍ଷା ।

17/06/2019 02/07/2019 ଦେଖନ୍ତୁ (997 KB)
ବାଲେଶ୍ୱର ଜିଲ୍ଲା ନ୍ଯାୟଧିକାରୀଙ୍କ କାର୍ଯ୍ଯାଳୟରେ କନିଷ୍ଠ ଷ୍ଟେନୋଗ୍ରାଫର ଏବଂ କନିଷ୍ଠ ଟାଇପିଷ୍ଟ ପାଇଁ କମ୍ପୁଟର ଟେଷ୍ଟ ତ। ୦୯।୦୬।୨୦୧୯ ରିଖ ସକାଳ ୦୮॰ ୦୦ ଘଟିକା ସମୟରେ CIPET-CSTS, Bampada, Balasore ଠାରେ କରାଯିବ ।

04/06/2019 15/06/2019 ଦେଖନ୍ତୁ (76 KB)
ବାଲେଶ୍ୱର ଜିଲ୍ଲା ନ୍ଯାୟଧିକାରୀଙ୍କ କାର୍ଯ୍ଯାଳୟରେ କନିଷ୍ଟ କିରାଣୀ ପାଇଁ କମ୍ପିଉଟର ଟେଷ୍ଟ ତ। ୦୯।୦୬।୨୦୧୯ ରିଖ ରେ CIPET-CSTS, Bampada, Balasore ଠାରେ କରାଯିବ ।

20/05/2019 10/06/2019 ଦେଖନ୍ତୁ (3 MB)
ଜିଲ୍ଲା ଆଇନ ସେବା ପ୍ରାଧିକରଣରେ କନିଷ୍ଠ କିରାଣୀ ଏବଂ କନିଷ୍ଟ କିରାଣୀ ଟାଇପିଷ୍ଟ ଲିଖିତ ପରୀକ୍ଷାର ଫଳାଫଳ ପ୍ରକାଶିତ କରାଗଲା ।

19/03/2019 31/03/2019 ଦେଖନ୍ତୁ (133 KB)
ପରିବର୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବାଲେଶ୍ଵର ରେ ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଗ୍ରହଣ କରାଯାଉଅଛି ।

11/03/2019 27/03/2019 ଦେଖନ୍ତୁ (2 MB)
ଜିଲ୍ଲା ଆଇନ ସେବା ପ୍ରାଧିକରଣ ବାଲେଶ୍ଵରରେ କନିଷ୍ଟ କିରାଣୀ / କନିଷ୍ଟ କିରାଣୀ କମ ଟାଇପିଷ୍ଟ ଲିଖିତ ପରୀକ୍ଷା ତା ୨୪.୦୨.୨୦୧୯ ରିଖ ଦିନ ଜିଲ୍ଲା ଅଦାଲତ ପରିସର ବାଲେଶ୍ଵର ସ୍ଥିର କରାଯାଇଅଛି ।

07/02/2019 25/02/2019 ଦେଖନ୍ତୁ (801 KB)