ବିଜ୍ଞାପନ
ଶୀର୍ଷକ | ବିବରଣ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ,ବାଲେଶ୍ୱର | ବାଲେଶ୍ଵର ଜିଲ୍ଲାରେ ନୀଳଗିରି ଏବଂ ଔପଦା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ନିଯୁକ୍ତି ଶୁଦ୍ଧି ପତ୍ର ଏବଂ କନିଷ୍ଠ କିରାଣୀ ତଥା ହିସାବରକ୍ଷକ ପଦବୀ ନିମନ୍ତେ ଦରଖାସ୍ତ ଆହ୍ଵାନ କରାଯାଉଅଛି । |
20/11/2020 | 20/12/2020 | ଦେଖନ୍ତୁ (845 KB) |
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ | ଶୂଚିଭୁକ୍ତ ଲାବୋରେଟୋରୀ ଟେକନିସିଆନ ପାଇଁ ପ୍ରମାଣ ପତ୍ର ନିରୀକ୍ଷଣ ତିଥି ପରିବର୍ତ୍ତନ ନିମନ୍ତେ ବିଜ୍ଞପ୍ତି । |
07/12/2020 | 09/12/2020 | ଦେଖନ୍ତୁ (342 KB) |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ,ବାଲେଶ୍ୱର | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ,ବାଲେଶ୍ୱର ଠାରେ AVDS ପାଇଁ ଉପଯୁକ୍ତ ଅଭିବ୍ୟକ୍ତି ନିଯୁକ୍ତି ଆହ୍ୱାନ କରାଯାଉଛି । |
18/11/2020 | 26/11/2020 | ଦେଖନ୍ତୁ (335 KB) |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ବାଲେଶ୍ୱର | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ,ଷ୍ଟାଫ ନର୍ସ ଏବଂ ଫାର୍ମାଶିଷ୍ଟ ଠିକା ନିଯୁକ୍ତି ନିମନ୍ତେ ସାକ୍ଷାତ ଆହ୍ୱାନ କରାଯାଉଛି । |
17/07/2020 | 22/07/2020 | ଦେଖନ୍ତୁ (1 MB) |
ଫକୀର ମୋହନ ମେଡିକାଲ କଲେଜ ଏବଂ ଚିକିତ୍ସାଳୟ ବାଲେଶ୍ୱରରେ ଜରୁରୀ ନିଯୁକ୍ତି । | ଫକୀର ମୋହନ ମେଡିକାଲ କଲେଜ ଏବଂ ଚିକିତ୍ସାଳୟରେ କୋରନା ମୁକାବିଲା ନିମନ୍ତେ ଷ୍ଟାଫ ନର୍ସ ,ଫାର୍ମାସିଷ୍ଟ,ଲାବୋରେଟୋରୀ ଟେକନିସିଆନ ,ରେଡିଓଗ୍ରାଫୋରଙ୍କର ଜରୁରୀ ଅସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି । |
27/03/2020 | 04/04/2020 | ଦେଖନ୍ତୁ (1,017 KB) |
ଫକୀର ମୋହନ ମେଡିକାଲ କଲେଜ ଏବଂ ଚିକିତ୍ସାଳୟ ବାଲେଶ୍ୱରରେ ଜରୁରୀ ନିଯୁକ୍ତିର ଅଧିସୂଚନା | ଫକୀର ମୋହନ ମେଡିକାଲ କଲେଜ ଏବଂ ଚିକିତ୍ସାଳୟରେ କୋରନା ମୁକାବିଲା ନିମନ୍ତେ ଷ୍ଟାଫ ନର୍ସ ,ଫାର୍ମାସିଷ୍ଟ,ଲାବୋରେଟୋରୀ ଟେକନିସିଆନ ,ରେଡିଓଗ୍ରାଫୋରଙ୍କର ଜରୁରୀ ଅସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଥିବା ପଦବୀ ଗୁଡିକର ପାରିଶ୍ରମିକ ପାଇଁ ଅଧିସୂଚନା । |
30/03/2020 | 04/04/2020 | ଦେଖନ୍ତୁ (243 KB) |
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଜୀବନ ପ୍ରମାଣ ପାତ୍ର । | ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଜୀବନ ପ୍ରମାଣ ପାତ୍ର । |
02/05/2019 | 02/04/2020 | ଦେଖନ୍ତୁ (148 KB) |
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବାଲେଶ୍ୱରଙ୍କର ଜରୁରୀ ନିଯୁକ୍ତି | କୋରନା ମୁକାବିଲା ନିମନ୍ତେ ଷ୍ଟାଫ ନର୍ସ ,ଫାର୍ମାସିଷ୍ଟ,ଲାବୋରେଟୋରୀ ଟେକନିସିଆନ,ରେଡିଓଗ୍ରାଫୋର ,ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଏବଂ ମହିଳା ) ଙ୍କର ଜରୁରୀ ଅସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି |
26/03/2020 | 02/04/2020 | ଦେଖନ୍ତୁ (2 MB) |
ଅଙ୍ଗନୱାଡି କର୍ମୀଙ୍କର ବରିଷ୍ଠତା ଅନୁଯାୟୀ ପ୍ରସ୍ତୁତ କ୍ରମିକ ତାଲିକା | ଅଙ୍ଗନୱାଡି କର୍ମୀଙ୍କର ବରିଷ୍ଠତା ଅନୁଯାୟୀ ପ୍ରସ୍ତୁତ କ୍ରମିକ ତାଲିକା |
25/02/2020 | 31/03/2020 | ଦେଖନ୍ତୁ (3 MB) |
ମିଳିତ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ | ଆସନ୍ତା ମାର୍ଚ୍ଚ ୨୦୨୦ ବର୍ଷ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ,ବାଲେଶ୍ଵର ଙ୍କ ମିଳିତ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ |
26/02/2020 | 31/03/2020 | ଦେଖନ୍ତୁ (643 KB) |