ବନ୍ଦ କରନ୍ତୁ

ବିଜ୍ଞାପନ

ବିଜ୍ଞାପନ
ଶୀର୍ଷକ ବିବରଣ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବାଲେଶ୍ୱର

ପୁରଣ। ଓ ଖରାପ୍ ଥିବା 108 ଆମ୍ବୁଲାନ୍ସ ନିଲାମ ପାଇଁ ବିଜ୍ଞାପନ

30/03/2021 15/04/2021 ଦେଖନ୍ତୁ (2 MB)
ଜିଲ୍ଲା ଅବକାରୀ କାର୍ଯ୍ୟ।ଳୟ, ବାଲେଶ୍ୱର

ବାଲେଶ୍ୱର ଜିଲ୍ଲାରେ ୨୦୨୧-୨୨ ବର୍ଷ ପାଇଁ ୫୨ ଗୋଟି ଠିପି ବନ୍ଦ ବିଦେଶୀ ମଦଦୋକାନ ଏବଂ ୩୮ ଗୋଟି ଦେଶୀ ମଦ ଦୋକାନ ଗୁଡିକ ଲଟେରୀ ମାଧ୍ୟମରେ ବନ୍ଦୋବସ୍ତ ନିମନ୍ତେ ଆବେଦନପତ୍ର ଆହ୍ଵାନ କରାଯାଉଅଛି

18/03/2021 31/03/2021 ଦେଖନ୍ତୁ (3 MB)
ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ବାଲେଶ୍ୱର

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବାଲେଶ୍ୱର ଜିଲ୍ଲାପାଳ ଅନ୍ତର୍ଗତ କଳିଙ୍ଗ ମୋଡେଲ ସ୍କୁଲରେ ବିଭିନ୍ନ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି

08/03/2021 22/03/2021 ଦେଖନ୍ତୁ (3 MB)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବାଲେଶ୍ଵର

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବାଲେଶ୍ଵରରେ ଜୀବିକା ପ୍ରଡୁସର କମ୍ପାନୀ ଲିମିଟେଡ଼ ର ବିଭିନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଉଅଛି।

25/02/2021 12/03/2021 ଦେଖନ୍ତୁ (1 MB)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବାଲେଶ୍ଵର

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବାଲେଶ୍ଵର ର ଲୋକପାଳ (MGNREGS)ନିଯୁକ୍ତି ଆହ୍ୱାନ କରାଯାଉଅଛି ।

04/02/2021 18/02/2021 ଦେଖନ୍ତୁ (1 MB)
ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ ବାଲେଶ୍ୱର ମଣ୍ଡଳ ବାଲେଶ୍ୱର

ୟୋଗୋ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଆହ୍ୱାନ କରାଯାଉଛି .

01/02/2021 10/02/2021 ଦେଖନ୍ତୁ (48 KB)
ଜିଲ୍ଲା ଶିଳ୍ପ କେନ୍ଦ୍ର ବାଲେଶ୍ୱର

କେନ୍ଦ୍ର ସରକାର ପ୍ରାୟଜିତ ପି.ଏମ.ଏଫ.ଏମ.ଈ ପାଇଁ ବାଲେଶ୍ୱର ଜିଲ୍ଲାର ଇଛୁକ ରିସୋର୍ସ ପର୍ଶନ ଚୟନ ନିମନ୍ତେ ଆବେଦନ

22/01/2021 05/02/2021 ଦେଖନ୍ତୁ (1 MB)
ଜିଲ୍ଲା ଶିଳ୍ପ କେନ୍ଦ୍ର ବାଲେଶ୍ୱର

ଅତିରିକ୍ତ ସୂଚନା ସଂଖ୍ୟା-341ଦିନାଙ୍କ:-25/01/2021,କେନ୍ଦ୍ର ସରକାର ପ୍ରାୟଜିତ ପି.ଏମ.ଏଫ.ଏମ.ଈ ପାଇଁ ବାଲେଶ୍ୱର ଜିଲ୍ଲାର ଇଛୁକ ରିସୋର୍ସ ପର୍ଶନ ଚୟନ ନିମନ୍ତେ ଆବେଦନ

27/01/2021 05/02/2021 ଦେଖନ୍ତୁ (207 KB)
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବାଲେଶ୍ୱର

ବିଶେଷଜ୍ଞଙ୍କୁ ସୂଚୀଭୁକ୍ତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶନ

05/01/2021 11/01/2021 ଦେଖନ୍ତୁ (371 KB)
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ,ବାଲେଶ୍ୱର

ବାଲେଶ୍ଵର ଜିଲ୍ଲାରେ ନୀଳଗିରି ଏବଂ ଔପଦା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ନିଯୁକ୍ତି ଶୁଦ୍ଧି ପତ୍ର ଏବଂ କନିଷ୍ଠ କିରାଣୀ ତଥା ହିସାବରକ୍ଷକ ପଦବୀ ନିମନ୍ତେ ଦରଖାସ୍ତ ଆହ୍ଵାନ କରାଯାଉଅଛି ।

20/11/2020 20/12/2020 ଦେଖନ୍ତୁ (845 KB)