ବିଜ୍ଞାପନ
ଶୀର୍ଷକ | ବିବରଣ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ମିଳିତ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ | ଆସନ୍ତା ମାର୍ଚ୍ଚ ୨୦୨୦ ବର୍ଷ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ,ବାଲେଶ୍ଵର ଙ୍କ ମିଳିତ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ |
26/02/2020 | 31/03/2020 | ଦେଖନ୍ତୁ (643 KB) |
ଅଙ୍ଗନୱାଡି କର୍ମୀଙ୍କର ବରିଷ୍ଠତା ଅନୁଯାୟୀ ପ୍ରସ୍ତୁତ କ୍ରମିକ ତାଲିକା ର ଶୁଦ୍ଧି ପତ୍ର | ଅଙ୍ଗନୱାଡି କର୍ମୀଙ୍କର ବରିଷ୍ଠତା ଅନୁଯାୟୀ ପ୍ରସ୍ତୁତ କ୍ରମିକ ତାଲିକା ର ଶୁଦ୍ଧି ପତ୍ର |
29/02/2020 | 31/03/2020 | ଦେଖନ୍ତୁ (5 MB) |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ବାଲେଶ୍ଵର | COVID-19 ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନସ୍ଥ ଚୁକ୍ତି ଭିତ୍ତିକ ଜଗ ଶିକ୍ଷକ ଏବଂ ପ୍ରୋୟୋଗଶାଳା ନିରୀକ୍ଷକ ମାନଙ୍କର ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ସ୍ଥଗିତ କରାଗଲା |
16/03/2020 | 31/03/2020 | ଦେଖନ୍ତୁ (579 KB) |
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ,ବାଲେଶ୍ୱର | ଓଡିଶା ଆଦର୍ଶ ବିଦ୍ୟାଳୟ ରେମୁଣାରେ କନିଷ୍ଟ କିରାଣୀ କମ ହିସାବ ରକ୍ଷକ ପଦବୀ ପାଇଁ ଚୟନ ହୋଇଥିବା ପ୍ରାଥୀ ମାନଙ୍କର ଶିକ୍ଷାଗତ ପ୍ରମାଣ ପତ୍ର ର ଯାଞ୍ଚ ଓ କୋମ୍ପୁଟର ପରୀକ୍ଷା ନିମନ୍ତେ ଆହ୍ୱାନ କରାଯାଉଅଛି। |
18/03/2020 | 25/03/2020 | ଦେଖନ୍ତୁ (79 KB) |
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ,ବାଲେଶ୍ୱର | ଓଡିଶା ଆଦର୍ଶ ବିଦ୍ୟାଳୟ ନୀଳଗିରି ଓ ଔପଦା ରେ କନିଷ୍ଟ କିରାଣୀ କମ ହିସାବ ରକ୍ଷକ ପଦବୀ ପାଇଁ ଚୟନ ହୋଇଥିବା ପ୍ରାଥୀ ମାନଙ୍କର ଶିକ୍ଷାଗତ ପ୍ରମାଣ ପତ୍ର ର ଯାଞ୍ଚ ଓ କୋମ୍ପୁଟର ପରୀକ୍ଷା ନିମନ୍ତେ ଆହ୍ୱାନ କରାଯାଉଅଛି। |
18/03/2020 | 25/03/2020 | ଦେଖନ୍ତୁ (102 KB) |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ବାଲେଶ୍ଵରଙ୍କ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନସ୍ଥ ଚୁକ୍ତି ଭିତ୍ତିକ ପଦବୀ ଏବଂ ଅନ୍ୟାନ ପଦବୀ ନିମନ୍ତେ ନିଯୁକ୍ତି ସୂଚନା |
16/02/2020 | 28/02/2020 | ଦେଖନ୍ତୁ (8 MB) |
ମିଳିତ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ | ଆସନ୍ତା ଫେବୃଆରୀ ୨୦୨୦ ବର୍ଷ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ,ବାଲେଶ୍ଵର ଙ୍କ ମିଳିତ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ । |
27/01/2020 | 24/02/2020 | ଦେଖନ୍ତୁ (619 KB) |
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବାଲେଶ୍ୱରରେ ଚୁକ୍ତି ଭିତ୍ତିକ ପଦବୀ ନିଯୁକ୍ତି ନିମନ୍ତେ ଦରଖାସ୍ତ ର ଶୁଦ୍ଧି ପତ୍ର | ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବାଲେଶ୍ୱରରେ ଚୁକ୍ତି ଭିତ୍ତିକ ପଦବୀ ନିଯୁକ୍ତି ନିମନ୍ତେ ଦରଖାସ୍ତ ର ଶୁଦ୍ଧି ପତ୍ର |
21/01/2020 | 21/02/2020 | ଦେଖନ୍ତୁ (195 KB) |
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନସ୍ଥ ଏ ଆର ଟି କେନ୍ଦ୍ର ର ପରାମର୍ଶଦାତା ଓ ଡାଟା ପ୍ରବନ୍ଧକ ନିମନ୍ତେ ତାଲିକା ପ୍ରକାଶ କରାଗଲା | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନସ୍ଥ ଏ ଆର ଟି କେନ୍ଦ୍ର ର ପରାମର୍ଶଦାତା ଓ ଡାଟା ପ୍ରବନ୍ଧକ ନିମନ୍ତେ ତାଲିକା ପ୍ରକାଶ କରାଗଲା |
10/02/2020 | 21/02/2020 | ଦେଖନ୍ତୁ (3 MB) |
ବାଲେଶ୍ଵର ଜିଲ୍ଲାର ସ୍ୱଳ୍ପ ସଞ୍ଚିତା ଅଧିକାରୀଙ୍କ ଅନ୍ତର୍ଭୁକ୍ତ ଥିବା ସ୍ୱଳ୍ପ ସଞ୍ଚିତା ଏଜେନ୍ଟ ମାନଙ୍କର ତାଲିକା ପ୍ରକାଶ କରାଗଲା । | ବାଲେଶ୍ଵର ଜିଲ୍ଲାର ସ୍ୱଳ୍ପ ସଞ୍ଚିତା ଅଧିକାରୀଙ୍କ ଅନ୍ତର୍ଭୁକ୍ତ ଥିବା ସ୍ୱଳ୍ପ ସଞ୍ଚିତା ଏଜେନ୍ଟ ମାନଙ୍କର ତାଲିକା ପ୍ରକାଶ କରାଗଲା । |
04/02/2019 | 04/02/2020 | ଦେଖନ୍ତୁ (91 KB) Standardise Agency System (4 MB) Mahila Pradhan Khetriya Bachat Yojana Scheme (6 MB) |