ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନ। ଓଡିଶା ରାଜ୍ୟ ସରକାରଙ୍କ ଏକ ଯୋଜନ। । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସହ ସମାଜର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାର ମାନଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଖର୍ଚରୁ ମୁକ୍ତ ଦେବା ଏହାର ଉଦ୍ଦେଶ୍ୟ ।