ଚନ୍ଦନେଶ୍ୱର ଜୀଉ
ଉତ୍ତର ଓଡିଶା ର ଏକ ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ର ଭାବେ ଚନ୍ଦନେଶ୍ୱର ଶୈବ ପୀଠ ବେଶ ପରିଚିତ । ଚଡକ ମେଳା ଏହି ପବିତ୍ର ପୀଠ ର ଏକ ପ୍ରମୁଖ ଉତ୍ସବ । ଏହି ପବିତ୍ର ପୀଠ କୁ ଚଡକ ମେଳା ସମୟ(ଚୈତ୍ର ମାସ )ରେ ଓଡିଶା ,ପଶ୍ଚିମବଙ୍ଗ ,ବିହାର ଏବଂ ଭାରତ ର ବିଭିନ୍ନ ପ୍ରାନ୍ତରୁ ଲକ୍ଷ।ଧିକ ଶ୍ରଦ୍ଧାଳୁ ଚନ୍ଦନେଶ୍ୱର ଜୀଉ ଙ୍କ ଦର୍ଶନ ଓ ମାନସିକ ପୁରଣାର୍ଥେ ଆସିଥାନ୍ତି ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର ଭୁବନେଶ୍ୱର ପ୍ରାୟ ୩୦୦ କି.ମି ଦୂରତା ରେ ଅବସ୍ଥିତ ।
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ ଜଳେଶ୍ୱର (୪୦ କି.ମି.) ଓ ଦିଘା (୬କି. ମି ) ।
ସଡ଼କ ପଥରେ
ନିୟମିତ ଭାବେ ବାଲେଶ୍ୱର(୯୦ କି.ମି.) ଓ ଜଳେଶ୍ୱର (୪୦ କି.ମି.) ରୁ ସଡ଼କପଥ ରେ ଚନ୍ଦନେଶ୍ୱର କୁ ବସ ଚଳାଚଳ କରେ ।